କଟକରେ କମୁଛନ୍ତି ପକ୍ଷୀ : ଆସିଛନ୍ତି ୨୬ହଜାର ପକ୍ଷୀ

ଅଂଶୁପା, କଖଡିକୁ ଛାଡିଦେଲେ ମହାନଦୀର ଅନ୍ୟସ୍ଥାନକୁ ଆସୁ ନାହାନ୍ତି ବିଦେଶୀ ପକ୍ଷୀ କଟକ: ମହାନଦୀର କଖଡି, ଅଂଶୁପାକୁ ଛାଡିଦେଲେ ଅନ୍ୟସ୍ଥାନକୁ ଆସୁନାହାନ୍ତି ବିଦେଶୀ ପକ୍ଷୀ। କଟକର ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ଓ ଆଠଗଡ଼ ରେଞ୍ଜରେ ପାଖାପାଖି ଦଇଶହରୁ ଅଧିକ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଡାଇପର୍‌, ପାଣିଚିରି, ହେରନ୍‌, ଇଗ୍ରେଟ୍‌, ପିହାନ୍ ଭଳି ୧୧ ପ୍ରକାର ବିଦେଶୀ ପକ୍ଷୀ ଆସିଥିବା ପକ୍ଷୀ ଗଣନା ରିପୋର୍ଟ କହୁଛି। କଟକ ସିଟି ରେଞ୍ଜର … Continue reading କଟକରେ କମୁଛନ୍ତି ପକ୍ଷୀ : ଆସିଛନ୍ତି ୨୬ହଜାର ପକ୍ଷୀ